ସାକ୍ଷାଦ୍ଦର୍ଶୀ Sākshāddarṡī

  • ସଂ. ବିଣ. ପୁଂ (ସାକ୍ଷାତ୍+ଦର୍ଶିନ=ସାକ୍ଷାଦ୍ଦର୍ଶିନ୍ ଶବ୍ଦ; 1 ମା. 1 ବ) — ଯେ ସ୍ୱୟଂ ଦେଖିଥାଏ — Having personally seen (anything); having a personal interview with