ସାକ୍ଷାତ୍ ପାଇବା Sākshāt pāibā

  • ଦେ. କ୍ରି — ସାକ୍ଷାତ୍କାର ଲାଭ କରିବା; କୌଣସି ବ୍ଯକ୍ତିଙ୍କର ଦେଖା ବା ଦର୍ଶନ ପାଇବା — To have access to a person for an interview; to have an opportunity of having an interview with a person