ସାକ୍ଷାତରେ Sākshātare

  • ଦେ. କ୍ରି. ବିଣ (ସଂ. ସାକ୍ଷାତ୍) — ସ୍ୱୟଂ — In person
  • ଦେ. କ୍ରି. ବିଣ (ସଂ. ସାକ୍ଷାତ୍) — ସମ୍ମୁଖରେ — In front of
  • ଦେ. କ୍ରି. ବିଣ (ସଂ. ସାକ୍ଷାତ୍) — ଉପସ୍ଥିତିରେ — In the presence of
  • ଦେ. କ୍ରି. ବିଣ (ସଂ. ସାକ୍ଷାତ୍) — ସାମନା ସମାନି — Face to face