ସାକ୍ଷସୂତ୍ର କମଣ୍ଡଳୁ Sākshasūtra kamaṇḍaḻu

  • ସଂ. ବିଣ (ସଂ=ସହିତ+ଅକ୍ଷସୂତ୍ର+କମଣ୍ଡଳୁ) — ଅକ୍ଷସୂତ୍ର ଓ କମଣ୍ଡଳୁଧାରୀ— (ସନ୍ନ୍ୟାସୀ) — (an anchorite) Holding a string of beads and a water-pot called Kamaṇḍaḻu