ସାକୁଲିଆ Sākuliā
- ଦେ. ବିଣ. ପୁଂ — ଯେ କୋମଳ କଥା କହେ — One who speaks soft and sweet words
- ଦେ. ବିଣ. ପୁଂ — ମଧୁରଭାଷୀ — Sweet speaking
- ଦେ. ବିଣ. ପୁଂ — ସ୍ନିଗ୍ଧଭାଷୀ — Oily-tongued
- ଦେ. ବିଣ. ପୁଂ — ଚାଟୁଭାଷୀ — Flattering
- ବିଣ — ସ୍ନିଗ୍ଧ; ମଧୁର (ଭାଷା) — Sweet; oily (words)