ସାକୁରୁଣ୍ଡ Sākuruṇḍa

  • ସଂ. ବି (ବୈଦ୍ଯକ) — ବୃକ୍ଷ ବିଶେଷ (ରାଜନିର୍ଘଣ୍ଟ) — Name of a medicinal tree
  • ସଂ. ବି (ବୈଦ୍ଯକ) — [ଦ୍ର—ଏହାର ଗୁଣ କଷାୟତ୍ୱ, ରୁଚିକାରିତ୍ୱ, ଦୀପନତ୍ୱ, ସାରକତ୍ୱ, ଶ୍ଳେଷ୍ମାବାତବିନାଶିତ୍ୱ, ଲଘୁତ୍ୱ, ବସ୍ତ୍ରରଞ୍ଜନତ୍ୱ। ଏ ଗଛକୁ ଗୁଜୁରାଟରେ 'ସକୁରୁଣ୍ଡର' ବୋଲାଯାଏ।]