ସାକିନି ହାଲ୍ Sākini hāl
- ବୈଦେ. ବିଣ (କଚିରିଆ) (ଫା. ଅନ୍ଯ ସ୍ଥାନବାଚକ ଶବ୍ଦ ପୂର୍ବେ ଲେଖାଯାଏ) — ହାଲ୍ ସାକିନ୍; ଅଧୁନା (ଅମୁକ ସ୍ଥାନରେ) ବାସ କରୁଥିବା — At present residing at
- ବୈଦେ. ବିଣ (କଚିରିଆ) (ଫା. ଅନ୍ଯ ସ୍ଥାନବାଚକ ଶବ୍ଦ ପୂର୍ବେ ଲେଖାଯାଏ) — [ଦ୍ର—ଏଥିର ସାଙ୍କେତିକ ।ସା।ହା। କିମ୍ବା ।ସା।ହ୍ଲା।]