ସାକାଙ୍କ୍ଷ Sākāṅksha

  • ସଂ. ବିଣ. ପୁଂ (ସ+ଆକାଙ୍କ୍ଷା; ସହାର୍ଥ ବହୁବ୍ରୀହି) — ଆକାଙ୍କ୍ଷାଯୁକ୍ତ; ସସ୍ପୃହ — Desirous
  • ସଂ. ବିଣ. ପୁଂ (ସ+ଆକାଙ୍କ୍ଷା; ସହାର୍ଥ ବହୁବ୍ରୀହି) — ଲାଳାୟିତ — Hankering after
  • ସଂ. ବିଣ. ପୁଂ (ସ+ଆକାଙ୍କ୍ଷା; ସହାର୍ଥ ବହୁବ୍ରୀହି) — ଲୁବ୍ଧ — Covetous; lustful