ସାଏଧ୍ କରିବା Sāedh karibā

  • ପ୍ରାଦେ. (ସମ୍ବଲପୁର) କ୍ରି — ସାଧ୍ୟ କରିବା; ଆୟତ୍ତ କରିବା — To bring under control
  • ପ୍ରାଦେ. (ସମ୍ବଲପୁର) କ୍ରି — ଦାଉ ସାଧିବା — To take revenge
  • ପ୍ରାଦେ. (ସମ୍ବଲପୁର) କ୍ରି — ହଇରାଣ କରିବା — To put one to trouble; to harass