ସାଉଳିବା Sāuḻibā
- ଦେ. କ୍ରି (ସଂ. ସମତଳ) — କେଶରାଶିକୁ ପାନିଆ ଦ୍ୱାରା ବା କରତଳଦ୍ୱାରା ମସୃଣ କରିବା — To smooth (the hair with the comb or plam)
- ଦେ. କ୍ରି (ସଂ. ସମତଳ) — ତୈଳାକ୍ତ କେଶକୁ କୁଣ୍ଡାଇ ଚିକଣ କରିବା — To comb oiled hair into smoothness
- ଦେ. କ୍ରି (ସଂ. ସମତଳ) — (ଉ—ସାଉଁଳିଲା ସେକାଳେ ଜଣେ କେଶ ଧରି—କୃଷ୍ଣସିଂହ, ମହାଭାରତ, ଆଦି।)
- ଦେ. କ୍ରି (ସଂ. ସମତଳ) — କୋମଳ ଓ ଚାଟୁ କଥାଦ୍ୱାରା ମୁଗ୍ଧ କରିବା; ସାକୁଲେଇବା) — To charm a person by oily words and flattery
- ଦେ. କ୍ରି (ସଂ. ସମତଳ) — ଗେହ୍ଲା କରିବା — To pet a person; to fondly