ସାଉଣ୍ଟିଆ Sāuṇṭiā

  • ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମର ଉଦ୍ୟାନ ଖଣ୍ଡରେ ବାସ କରୁଥିବା ଆଦିମ ଅଧିବାସୀ ଶୂଦ୍ରଜାତିବିଶେଷ — A class of Ṡūdras living in the Udyāna khaṇḍa of the Ganjam district
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର— ଏମାନେ ଓଡ଼ିଆ ଓ ଏମାନଙ୍କ ମାତୃଭାଷା ଓଡ଼ିଆ ଅଟେ।]