ସାଉଁଳିଆ ପୋକ Sāuñḻiā poka

  • ଦେ. ବି — ମାଛିଙ୍କ ପରି ଏକଜାତୀୟ ପୋକ; ଆମ୍ବ ଡାହାଣୀ (ପୋକ) — A kind of flying insect
  • ଦେ. ବି — [ଦ୍ର—ଏମାନେ ଆମ୍ବ ଆଦି ତୋଟାରେ ଥାଆନ୍ତି। ବର୍ଷାଦିନେ ତୋଟାରୁ ଉଡ଼ିଆସି ଘରର କାନ୍ଥରେ ଲାଗନ୍ତି।]