ସାଉଁଲିବା Sāñuñḻibā

  • ପ୍ରାଦେ (ସମ୍ବଲପୁର) କ୍ରି — ଉଞ୍ଛିବା — To scrape off
  • ପ୍ରାଦେ (ସମ୍ବଲପୁର) କ୍ରି — ପାଲିସକରିବା — To polish
  • ପ୍ରାଦେ (ସମ୍ବଲପୁର) କ୍ରି — ମସୃଣ— କରିବା — To smooth