ସାଇପିନ୍, ସାଇପିନି Sāipin(i)
- ବୈଦେ. ବି (ଇଂ. ସାଇଫନ୍) — କୃତ୍ତ୍ରିମ କେନାଲ୍ ଆଦିର ତଳେ ସଫେଇ ନାଳର ବା ନଦୀ ଆଦିର ସ୍ରୋତ ଯିବାପାଇଁ ପ୍ରସ୍ତୁତ ବକ୍ରାକୃତି ଓଲଟା ପୋଲ] — A syphon bridge (constructed) to let the current of another canal or river flow below the newly constructed or artificial canal