ସାଇଡ୍ ସାଡ୍ଲ୍ Sāiḍ sāḍl

  • ବୈଦେ. ବି (ଇଂ) — ମେମ୍ମାନେ ଘୋଡ଼ା ଚଢ଼ିବା ପାଇଁ ଯେଉଁ ଏକପାଖିଆ ଜିନ୍ ବ୍ଯବହାର କରନ୍ତି — Side saddle
  • ବୈଦେ. ବି (ଇଂ) — [ଦ୍ର—ଏହି ଜିନ୍ ଉପରେ ମେମ୍ମାନେ ଗୋଟିଏ ପାଖକୁ ଦୁଇ ଗୋଡ଼କୁ ଲମ୍ବାଇ କରି ବସନ୍ତି।]