ସାଇଟ୍ ଭେନ୍ Sāiṭ bhen
- ବୈଦେ. ବି (ଇଂ) — ଜମି ମାପିବା ନିମନ୍ତେ ବ୍ୟବହୃତ କମ୍ପାସର ଅଂଶବିଶେଷ — Sight-vane of a prismatic compass
- ବୈଦେ. ବି (ଇଂ) — [ଦ୍ର— ଏହି ଯନ୍ତ୍ର ମଧ୍ୟରେ ଥିବା ଅତି ସରୁ ସୂତା ବାଟେ ଦୂରସ୍ଥ ବସ୍ତୁକୁ ଚାହିଁବାକୁ ହୁଏ।]
- ବୈଦେ. ବି (ଇଂ) — ବନ୍ଧୁକର ନଳି ଅଗ୍ରରେ ଥିବା ମାଛିକୁ ଚାହିଁ ଲକ୍ଷ୍ୟ ପ୍ରତି ଦୃଷ୍ଟି କରିବା ପାଇଁ ଥିବା ଘରା — Sight-vane of a gun