ସାଇଟ୍ ଘଣ୍ଟି Sāiṭ ghaṇṭi
- ଦେ. ବି — ରେଳ ଷ୍ଟେସନକୁ ଆସୁଥିବା ରେଳଗାଡ଼ି ଷ୍ଟେସନକୁ ଦୃଷ୍ଟିଗୋଚର ହେଲେ ଷ୍ଟେସନ— କର୍ମଚାରୀମାନେ ଷ୍ଟେସନରେ ଉପସ୍ଥିତ ଯାତ୍ରୀ— ଆଦିଙ୍କୁ ଏହା ଜଣାଇ ଦେବା ପାଇଁ ଯେଉଁ ଘଣ୍ଟା ବଜାନ୍ତି — The bell rung when the incoming train is in sight at a station the sight bell