ସାଇଆ Sāiā

  • ଦେ. ବିଣ — ଗ୍ରାମର ବା ନଗରର କୌଣସି ସାଇର ଅଧିବାସୀ — Inhabiting a certain street or part of a town or village
  • ବୈଦେ (ପର୍ତୁଗୀଜ୍) ବି — ସାୟା (ଦେଖ) — Sāyā (See)