ସାଇଁ ସାଇଁ Sāiñ sāiñ

  • ଦେ. କ୍ରି. ବିଣ — (ଧ୍ୱନ୍ୟନୁକରଣ) ସାଇଁ ସାଇଁ ଧ୍ୱନି— ପୂର୍ବକ — Making a nasal hissing sound; smacking sound
  • ଦେ. କ୍ରି. ବିଣ — [ଦ୍ର— ଶ୍ୱାସ ରୋଗୀ ନିଶ୍ୱାସ ମାରିଲେ, ଚାବୁକକୁ ବାରମ୍ବାର ଶୂନ୍ଯରେ ମାରିଲେ, ଧାନ ଗଛ ପବନରେ ଇତସ୍ତତଃ ସଞ୍ଚାଳିତ ହେଲେ ଏହି ଶବ୍ଦ ଉତ୍ପନ୍ନ ହୁଏ।]