ସାଇଁ ଶରଡ଼ Sāiñ ṡaraṟḍ̠a

  • ଦେ. ବି—(ଧ୍ୱନ୍ୟନୁକରଣ, ସାଇଁ+ଶକଟ) — ଏକ ପ୍ରକାର ଚକ ଯୁକ୍ତ କାଠର ବା ଟିଣର ଖେଳନା (ଯାହାକୁ ବୁଲାଇଲେ ସାଇଁ ସାଇଁ ଶବ୍ଦ କରି ଚକ ବୁଲେ) — A sort of toy rattle made of tin or wood