ସାଇ ବୁଲା Sāi bulā

  • ଦେ. ବି — ଗ୍ରାମର ବା ନଗରର ସାଇମାନଙ୍କୁ ବୁଲିବାକୁ ଯିବା — Paying a visit to any quarter of a town or village
  • ଦେ. ବି — [ଦ୍ର—ରଜସଂକ୍ରାନ୍ତି ସମୟରେ ସ୍ତ୍ରୀଲୋକମାନଙ୍କର ସାଇ ବୁଲା ହୁଏ।]
  • ବିଣ. (ପୁଂ) — (ଗାଳି)—ଯେଉଁ ବ୍ଯକ୍ତି ନିଷ୍କର୍ମା ହୋଇ ସାଇ ସାଇ ବୁଲୁଥାଏ — A do-nothing sort of person who passes his time by visiting different quarters of the villages or town; a loafer