ସାଇ ପଡ଼ିଶା Sāi paṟḍ̠iṡā
- ଦେ. ବି — ନିଜ ସାଇରେ ବାସ କରୁଥିବା ବ୍ଯକ୍ତି ଓ ନିଜର ପ୍ରତିବେଶୀ — The residents of one's quarter of the town and one's close neighbours
- ଦେ. ବି — ଗ୍ରାମର ବା ସହରର ନିଜ ସାଇରେ ବାସ କରୁଥିବା ପ୍ରତିବାସୀ — A neighbour of one's quarter of the town or village
- ଦେ. ବି — [ଉ—ମୋ ନାଆଁ ରଙ୍ଗିଆ ରାଇ, ମତେ ବୁଣିବୁ ଚଷା ଭାଇ! ହାତେ ଲମ୍ବରେ କାଢିବି ଶିଂସା, ଝୁରି ମରୁଥିବେ ସାଇ ପଡ଼ିଶା— କୃଷିବଚନ।]