ସାଆନ୍ତ Sā-ānta

  • ଦେ. ବି. ପୁଂ (ସଂ. ସାମନ୍ତ) — ପ୍ରଭୁ — Lord; master
  • ଦେ. ବି. ପୁଂ (ସଂ. ସାମନ୍ତ) — [ଉ—ତୁମ୍ଭ ବିନୁ ସାଆନ୍ତ ମୋ ନୋହିବଟି କେହି। ଦଣ୍ଡିଲେ ଦଣ୍ଡିବ ମୋତେ ଆପେ ଭାବଗ୍ରାହି। ପ୍ରାଚୀ, ରହସ୍ୟମଞ୍ଜରୀ।]
  • ଦେ. ବି. ପୁଂ (ସଂ. ସାମନ୍ତ) — ଭୃତ୍ୟର ଖାମିଦ — The master of a servant; an employer
  • ଦେ. ବି. ପୁଂ (ସଂ. ସାମନ୍ତ) — ଭର୍ତ୍ତା; ସ୍ୱାମୀ — Husband
  • ଦେ. ବି. ପୁଂ (ସଂ. ସାମନ୍ତ) — ରାଜପୁତ୍ରଙ୍କ ଉପାଧି — Title of a prince
  • ଦେ. ବି. ପୁଂ (ସଂ. ସାମନ୍ତ) — (ଯଥା—ଗମ୍ଭିରି ସାଆନ୍ତ, ଟିକାଏତ ସାଆନ୍ତ ଇତ୍ୟାଦି।)
  • ଦେ. ବି. ପୁଂ (ସଂ. ସାମନ୍ତ) — ରାଜବଂଶୀୟ ବ୍ଯକ୍ତିଙ୍କ ଉପାଧି — Title of persons of a Raj-family
  • ଦେ. ବି. ପୁଂ (ସଂ. ସାମନ୍ତ) — (ଯଥା—ଛୋଟରା ସାଆନ୍ତ=ରାଜାଙ୍କ ତଳ ଭାଇ; ମର୍ଦ୍ଦରାଜ ସାଆନ୍ତ।)
  • ଦେ. ବି. ପୁଂ (ସଂ. ସାମନ୍ତ) — (ସଂ. ସାମନ୍ତ=ସୈନ୍ୟାଧ୍ୟକ୍ଷ) କ୍ଷତ୍ରିୟଙ୍କ ବଂଶୋପାଧି — A family-title of Kshatriyas
  • ଦେ. ବି. ପୁଂ (ସଂ. ସାମନ୍ତ) — (ଯଥା—ସର୍ଦ୍ଦାର ସାଆନ୍ତ।)
  • ଦେ. ବି. ପୁଂ (ସଂ. ସାମନ୍ତ) — ରାଜାଙ୍କ ରକ୍ଷିତା ସ୍ତ୍ରୀଗର୍ଭଜାତ ସନ୍ତାନ ଓ ତଦ୍ବଂଶୀୟ ବ୍ଯକ୍ତି; ରାଜାଙ୍କ 'ଅନ୍ତର' ଶ୍ରେଣୀୟ ବ୍ଯକ୍ତିମାନଙ୍କ ଉପାଧି — Persons born of a Rājā's concubines; title of the illegitimate sons of a Rājā and their descendants
  • ଦେ. ବି. ପୁଂ (ସଂ. ସାମନ୍ତ) — କୁଳୀନ କରଣ — A respectable Karaṇa