ସାଆନ୍ତ ବାପ Sā-ānta bāpa

  • ଦେ. ବି. ପୁଂ — ପିତାମହ — One's paternal grandfather
  • ଦେ. ବି. ପୁଂ — (ଉ—ପଣ୍ଡିତଙ୍କ ସାଆନ୍ତ ବାପଙ୍କର ମଉଳାପୁଅ ଭାଇଙ୍କର ଭିଣୋଇର ମାଉସୀ ପୁଅ ଭାଇ ନବଦ୍ୱୀପ ଯାଇ ନ୍ଯାୟଶାସ୍ତ୍ର ପଢ଼ି ଆସିଥିଲେ—ଫକୀରମୋହନ, ଛମାଣ ଆଠଗୁଣ୍ଠ।)