ସାଆନ୍ତ ପଣ Sā-ānta paṇa

  • ଦେ. ବି — ପ୍ରଭୁତ୍ୱ — Mastership; lordship
  • ଦେ. ବି — (ଉ—ସାଆନ୍ତପଣକୁ ଯୋଗ୍ୟ ନୁହନ୍ତି; ଓଳିକି ନ ହେଲେ କେତେ ରୁଷନ୍ତି—ଢଗ।)
  • ଦେ. ବି — ବଡ଼ପଣ — Greatness
  • ଦେ. ବି — ଭୃତ୍ୟ ଉପରେ ଖାମିନ୍ଦ ହେବା ଅବସ୍ଥା — The state of being an employer