ସାଆନ୍ତାଣୀ Sā-āntāṇī
- ଦେ. ବି. ସ୍ତ୍ରୀ — ସାଆନ୍ତ ପରିବାରର ସ୍ତ୍ରୀ — A female of a 'Sā-ānta' family
- ଦେ. ବି. ସ୍ତ୍ରୀ — ପ୍ରଭୁଙ୍କ ସ୍ତ୍ରୀ — The wife of a servant's master
- ଦେ. ବି. ସ୍ତ୍ରୀ — ଭୃତ୍ୟର ସ୍ତ୍ରୀ—ପ୍ରଭୁ; ମାଲିକାଣୀ; ଖାଉନ୍ଦାଣୀ — The mistress of a household
- ଦେ. ବି. ସ୍ତ୍ରୀ — ଗୃହର କର୍ତ୍ତ୍ରୀ — The Mistress of a household
- ଦେ. ବି. ସ୍ତ୍ରୀ — ଭଦ୍ର—ପରିବାରର ବିଶିଷ୍ଟ ସ୍ତ୍ରୀମାନଙ୍କ ପ୍ରତି ସମ୍ମାନ— ସୂଚକ ସମ୍ବୋଧନ — An endearing term of address to the prominent ladies of a noble family
- ଦେ. ବି. ସ୍ତ୍ରୀ — (ଯଥା—ବୋହୂ ସାଆନ୍ତାଣୀ, ଜେମା ସାଆନ୍ତାଣୀ; ମାଆ ସାଆନ୍ତାଣୀ।)
- ଦେ. ବି. ସ୍ତ୍ରୀ — [ଦ୍ର— ସାଆନ୍ତାଣୀଙ୍କ ବୟସ, ପରିବାରରେ ସ୍ଥାନ ଓ ଆକାର ଅନୁସାରେ ଏହି ଶବ୍ଦ ପୂର୍ବରେ ବଡ଼, ବୁଢ଼ୀ, ମଝିଆଣୀ, ସାନ, ବୋହୁ, ମାଆ, ଗେଡ଼ୀ, ଡେଙ୍ଗେଈ, ଆଦି ଶବ୍ଦ ବ୍ଯବହୃତ ହୁଏ।
- ଦେ. ବି. ସ୍ତ୍ରୀ — ସାଆନ୍ତାଣୀ କଥା ବାସେ, ପୋଇଲୀ କଥା ଗନ୍ଧାଏ — ନ୍ଯାୟ — ସାଆନ୍ତାଣୀ କଥା ବାସେ, ପୋଇଲୀ କଥା ଗନ୍ଧାଏ— ନ୍ଯାୟ
- ଦେ. ବି. ସ୍ତ୍ରୀ — ସାଆନ୍ତାଣୀ ଅନ୍ଯାୟ ବା ମନ୍ଦ କାର୍ଯ୍ୟ କଲେ ତାହାକୁ ଲୋକେ ଆଦର ସହିତ ଗ୍ରହଣ କରନ୍ତି, କିନ୍ତୁ ପୋଇଲୀ ବା ଚାକରାଣୀ ସେହି କାର୍ଯ୍ୟ କଲେ ତାହାକୁ ଲୋକେ ଘୃଣା ଚକ୍ଷୁରେ ଦେଖନ୍ତି। ଏହାର ସମାର୍ଥକ ଢଗ
- ଦେ. ବି. ସ୍ତ୍ରୀ — 'ଧୋବଧାଉଳିଆ ଚୋରି କରନ୍ତି, ରଙ୍କୁଣୀ ଦେଖିଲେ ମାରି ଗୋଡ଼ାନ୍ତି।']
- ଦେ. ବି. ସ୍ତ୍ରୀ — ଦେବୀ — Goddess; a female Deity
- ଦେ. ବି. ସ୍ତ୍ରୀ — (ଉ—କୋଇଲି! ଲୋଡ଼ା ଚିଜ ଉପୁନୁ ଦେଶର। ଲକ୍ଷ୍ମୀ ସାଆନ୍ତାଣୀ ପୁଣି ଆସିବେଟି ଘର ଲୋ କୋଇଲି!— ବାଳକୃଷ୍ଣ, ଅକାଳ କୋଇଲି।