ସାଆନ୍ତାଇ Sā-āntāi

  • ଦେ. ବିଣ — ସାଆନ୍ତ ସମ୍ବନ୍ଧୀୟ — Relating to a Sā-ānta
  • ବି — ସାଆନ୍ତ ପଦ — The title or position of Sā-ānta
  • ବି — ସାମନ୍ତ ପଣ; ପ୍ରଭୁତ୍ୱ — Mastership; lordship