ସାଆନ୍ତ ମଣି Sā-ānta maṇi

  • ଦେ. ବି — ପ୍ରଭୁ ବା ସ୍ୱାମୀଙ୍କ ପ୍ରତି ସ୍ନେହ ସମ୍ବୋଧନ — An affectionate term of endearment addressed to one's master or husband
  • ଦେ. ବି — [ଉ—କେଉଁ କଥା ପାଇଁ ସାଆନ୍ତମଣି, ଯାଚୁଥିଲେ ମଥାମଣି ଢଗ।]