ସାଆନ୍ତ ବ୍ରାହ୍ମଣ Sā-ānta brāhmaṇa

  • ଦେ. ବି — ପ୍ରାଚୀନ ଓଡ଼ିଶା ରାଜାଙ୍କ ପ୍ରତିଷ୍ଠିତ ବ୍ରାହ୍ମଣ ଶାସନର କୁଳୀନ ବ୍ରାହ୍ମଣ — High caste Brāhmaṇa of the Ṡāsana villages, established by the ancient Rajas of Orissa