ସହ୍ୟ ପରି Sahya pari

  • ଦେ. ବିଣ ଓ କ୍ରି. ବିଣ — ଦେହରେ ସହି ହେଲା ଭଳି; ସହନୀୟ ପ୍ରକାରେ — Tolerable; fit to be borne
  • ଦେ. ବିଣ ଓ କ୍ରି. ବିଣ — (ଯଥା—ପାଣିକୁ ସହ୍ୟ ମତ ଗରମ କରି ଗାଧୋଇବ।)