ସହୃଲ୍ଲେଖ Sahṛullekha
- ସଂ. ବି (ସ+ହୃଲ୍ଲେଖ) — ବିଚିକିତ୍ସିତାନ୍ତ୍ର (ପ୍ରାୟଶ୍ଚିତ୍ତ ବିବେକ); ଯେଉଁ ଅନ୍ନ ସମ୍ବନ୍ଧେ ହୃଦୟରେ ବିଚିକିତ୍ସା ବା ସଂଶୟ ଜାତ ହୁଏ — Food regarding which one feels suspicious
- ସଂ. ବି (ସ+ହୃଲ୍ଲେଖ) — ଦୂଷିତାନ୍ନ (ବିଶ୍ୱକୋଷ) — Contaminated food
- ସଂ. ବି (ସ+ହୃଲ୍ଲେଖ) — [ଦ୍ର— ଏପ୍ରକାର ଅନ୍ନକୁ ଶାସ୍ତ୍ରକାରମାନେ ପୁରୀଷ ସଙ୍ଗେ ସମାନ ବୋଲି ବିବେଚନା କରିଅଛନ୍ତି।]