ସହିସ (ଇତ୍ୟାଦି) Sahisa (etc)

  • ଦେ. ବି (ଫା. ସାଇସ୍) — ଘୋଡ଼ାର ସେବକ ବା ଚାକର; ସଇସ ଇତ୍ୟାଦି (ଦେଖ) — Groom for a horse; syce
  • ଦେ. ବି (ଫା. ସାଇସ୍) — [ଦ୍ର—ଏ ଶବ୍ଦ ଇଂରାଜିରେ ସୈସ୍ ରୂପରେ ଚଳିଲାଣି।]