ସହିଷ୍ଣୁ Sahishṇu
- ସଂ. ବିଣ (ସହ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — ସହନଶୀଳ — Enduring
- ସଂ. ବିଣ (ସହ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — କ୍ଷମାଶୀଳ — Forgiving; forbearing
- ସଂ. ବିଣ (ସହ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — ଧୈର୍ଯ୍ୟଶୀଳ — Patient
- ସଂ. ବିଣ (ସହ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — ପ୍ରତୀକ୍ଷାଶୀଳ — Waiting