ସହି ହେବା Sahi hebā

  • ଦେ. କ୍ରି. (ସହିବା କ୍ରିୟାର କର୍ମବାଚ୍ୟ) — ସହ୍ୟ ହେବା — To be borne
  • ଦେ. କ୍ରି. (ସହିବା କ୍ରିୟାର କର୍ମବାଚ୍ୟ) — (ଯଥା—ତାର ଯୁଲମ ଆଉ ଏଣିକି ସହି ହେବ ନାହିଁ।)