ସହି ପାରିବା Sahi pāribā
- ଦେ. କ୍ରି — ସହିବାକୁ ସମର୍ଥ ହେବା — To be able to bear; to be capable of enduring
- ଦେ. କ୍ରି — [ଯଥା—ମୁଁ ଆଉ ତା ଦାଉ ସହି ପାରିବି ନାହିଁ]
- ଦେ. କ୍ରି — କୌଣସି ବିଷୟ ଦେଖିଲେ ବା ଶୁଣିଲେ ନ ଚିଡ଼ିବା — Not to resent at any thing; to forbear
- ଦେ. କ୍ରି — ପରଶ୍ରୀକାତର ନ ହେବା — Not to be spiteful
- ଦେ. କ୍ରି — କୌଣସି ବ୍ଯକ୍ତି ସଙ୍ଗେ 'ସହି' ବସିବା — To form 'Sahi' friendship with a person