ସହାୟତ୍ୱ Sahāyatwa

  • ସଂ. ବି (ସହାୟ+ଭାବ ତା; ତ୍ୱ) — ସାହାଯ୍ୟ — Help; assistance
  • ସଂ. ବି (ସହାୟ+ଭାବ ତା; ତ୍ୱ) — ପୃଷ୍ଠପୋଷକତା — Abetment; patronge
  • ସଂ. ବି (ସହାୟ+ଭାବ ତା; ତ୍ୱ) — ସଙ୍ଗିତା — 5. Companionship