ସହାୟ ସମ୍ପତ୍ତି Sahāya sampatti

  • ଦେ. ବି (ସହଚର ଶବ୍ଦ) — (କାର୍ଯ୍ୟ ସାଧନ ପାଇଁ ଲୋଡ଼ା) ବନ୍ଧୁ ବଳ ଓ ଧନ ବଳ; ସାହାଯ୍ୟକାରୀ ବନ୍ଧୁ ଓ ଧନ — Friend and riches; the state of having a patron to support you and riches to enable you to do a thing