ସହସ୍ରାର Sahasrāra

  • ସଂ. ବି (ବହୁବ୍ରୀହି; ସହସ୍ର ଅଟେ ଆର=କୋଣ ଯାହାର) (ତନ୍ତ୍ର) ଶିରୋମଧ୍ୟସ୍ଥ ସୂକ୍ଷୁମ୍ନା। ନାଡ଼ୀସ୍ଥ କଳ୍ପିତ ଅଧୋମୁଖ ସହସ୍ରଦଳ ପଦ୍ମ — The thousand-petalled lotus said to exist inside the head
  • ସଂ. ବି (ବହୁବ୍ରୀହି; ସହସ୍ର ଅଟେ ଆର=କୋଣ ଯାହାର) [ଦ୍ର—ଏହା ସାଧକମାନଙ୍କ ଦୃଷ୍ଟିଗୋଚର ହୁଏ।]