ସହସ୍ରାଣୀକ Sahasrāṇīka

  • ସଂ. ବି (ନାମ) (ସହସ୍ର ଅଟେ ଅନୀକ=ସେନା ଯାହାର) — ଶତାନୀକ ରାଜାଙ୍କ ପୁତ୍ର (ଅଗ୍ନି ପୁରାଣ) — Name of the son of king Ṡatānika
  • ସଂ. ବି (ନାମ) (ସହସ୍ର ଅଟେ ଅନୀକ=ସେନା ଯାହାର) — [ଦ୍ର—ଏହାଙ୍କ ପିତା ଶତାନୀକ ଯଜ୍ଞରେ ବ୍ରାହ୍ମଣମାନଙ୍କୁ ସହସ୍ର ସହସ୍ର ରଥ, ଗଜ ଅଶ୍ୱାଦି ଦାନ କରି ପୁତ୍ରଲାଭ କରିଥିବାରୁ ବ୍ରାହ୍ମଣମାନେ ଉକ୍ତ ପୁତ୍ରକୁ ଏହି ନାମ ଦେଇଥିଲେ।]