ସହସ୍ରାକ୍ଷ Sahasrāksha

  • ସଂ. ବି (ବହୁବ୍ରୀହି) — ଇନ୍ଦ୍ର (ଅମର) — Indra
  • ସଂ. ବି (ବହୁବ୍ରୀହି) — [ଦ୍ର—ଗୌତମ ମୁନିଙ୍କ ଅଭିଶାପରେ ଇନ୍ଦ୍ରଙ୍କ ସର୍ବ ଶରୀର ସ୍ତ୍ରୀ—ଚିହ୍ନମୟ ହୋଇ ଯାଇଥିଲା। ପରେ ଉକ୍ତ ମୁନିଙ୍କ ଅନୁଗ୍ରହରୁ ଏହି ଚିହ୍ନ ସବୁ ଚକ୍ଷୁରେ ପରିଣତ ହେଲା, ତେଣୁ ଇନ୍ଦ୍ରଙ୍କୁ 'ସହସ୍ରାକ୍ଷ' 'ସହସ୍ର ନୟନ' ଇତ୍ୟାଦି ବୋଲାଯାଏ।]
  • ସଂ. ବି (ବହୁବ୍ରୀହି) — ବିଷ୍ଣୁ (ପୁରୁଷ ସୂକ୍ତ) — Bishṇu