ସହସ୍ରପାତ୍ Sahasra pāt

  • ସଂ. ବିଣ (ବହୁବ୍ରୀହି) — ହଜାରେ ପାଦଯୁକ୍ତ — Having a thousand feet
  • ବି — ବିଷ୍ଣୁ (ପୁରୁଷସୁକ୍ତ) — An epithet of Bishṇu
  • ବି — ଋଷିବିଶେଷ — Name of a sage
  • ବି — (ଉ— ସହସ୍ରପାତ୍ ସ୍ଥୂଳକର୍ଣ୍ଣ, ଲବଣାଶ୍ୱ—କୃଷ୍ଣସିଂହ, ମହାଭାରତ, ବନ।)