ସହସ୍ରଧା Sahasradhā
- ସଂ. କ୍ରି. ବିଣ (ସହସ୍ର+ପ୍ରକାରାର୍ଥେ ଧା) — ହଜାର ପ୍ରକାରେ — In a thousand ways
- ସଂ. କ୍ରି. ବିଣ (ସହସ୍ର+ପ୍ରକାରାର୍ଥେ ଧା) — ହଜାର ଥର — A thousands times
- ସଂ. କ୍ରି. ବିଣ (ସହସ୍ର+ପ୍ରକାରାର୍ଥେ ଧା) — ହଜାରେ ଅଂଶରେ — Into a thousand parts
- ସଂ. କ୍ରି. ବିଣ (ସହସ୍ର+ପ୍ରକାରାର୍ଥେ ଧା) — ଅସଂଖ୍ୟଥର — Many times; innumerable times