ସହସ୍ରଗୁ Sahasragu

  • ସଂ. ବିଣ (ସହସ୍ର+ଗୋ, ବହୁବ୍ରୀହି) — ଯାହାର ହଜାରେ ଗୋରୁ ଅଛନ୍ତି — Owning a thousand cows
  • ସଂ. ବି — ସୂର୍ଯ୍ୟ (ହି. ଶ) — The sun