ସହସ୍ର ମୂଳୀ Sahasra mūḻī

  • ସଂ. ବି (ବୈଦ୍ଯକ) — ଦ୍ରବନ୍ତି; ବୃହଦ୍ଦନ୍ତୀ ବୃକ୍ଷ (ରାଜନିର୍ଘଣ୍ଟ) — Croton Polyand- rum (plant)
  • ସଂ. ବି (ବୈଦ୍ଯକ) — ଆଖୁକର୍ଣ୍ଣୀ (ବିଶ୍ୱକୋଷ) (ଦେଖ) — Ākhukarṇṇī (See)