ସହସ୍ର ଭୁଜ Sahasra bhuja

  • ସଂ. ବିଣ. ପୁଂ (ବହୁବ୍ରୀହି) — ହଜାର ହସ୍ତବିଶିଷ୍ଟ — Having a thousand hands or arms
  • ବି — ବିଷ୍ଣୁ (ଭାଗବତ) — Bishṇu
  • ବି — କାର୍ତ୍ତବୀଯ୍ଯାର୍ଜୁନ — Kārttabīrj̄yājuna
  • ବି — ବଳି ପୁତ୍ର ବାଣରାଜ — The demon Bāṇa