ସହସ୍ର ପାଦ Sahasra pāda

  • ସଂ. ବିଣ (ବହୁବ୍ରୀହି) — ସହସ୍ର ପାଦଯୁକ୍ତ — Thousand-legged
  • ବି — ସୂର୍ଯ୍ୟ (ମେଦିନୀ) — The sun
  • ବି — ବିଷ୍ଣୁ (ମେଦିନୀ) — Bishṇu
  • ବି — କାରଣ୍ଡ ପକ୍ଷୀ; ବାଲି ହଂସ — An aquatic bird; a species of duck