ସହସ୍ର ପତି Sahasra pati

  • ସଂ. ବି ( 6 ଷ୍ଠୀ ତତ୍) — ସହସ୍ର ଲୋକଙ୍କ ଶାସନ— କର୍ତ୍ତା — A governer over a thousand subjects
  • ସଂ. ବି ( 6 ଷ୍ଠୀ ତତ୍) — ସହସ୍ର ଗ୍ରାମର ଅଧିକାରୀ (ମନୁ 7 / 115 ) — ସହସ୍ର ଗ୍ରାମର ଅଧିକାରୀ (ମନୁ7/115)—. The lord of a thousand villages
  • ସଂ. ବି ( 6 ଷ୍ଠୀ ତତ୍) — ସହସ୍ର ସଂଖ୍ୟକ ମୁଦ୍ରାର ଅଧିକାରୀ — The owner of one thousand coins