ସହସ୍ର ନେତ୍ର Sahasra netra

  • ସଂ. ବିଣ ଓ ବି (ବହୁବ୍ରୀହି) — ସହସ୍ର ନୟନ (ହେମ— ଚନ୍ଦ୍ର) ଇନ୍ଦ୍ର — God Indra
  • ସଂ. ବିଣ ଓ ବି (ବହୁବ୍ରୀହି) — ବିଷ୍ଣୁ (ଭଗବତ) — Bishṇu