ସହସ୍ର ନାମ Sahasra nāma

  • ସଂ. ବି (ସହସ୍ର+ନାମନ୍) — ବିଷ୍ଣୁ ବା ଶିବ ଆଦି ଦେବତାଙ୍କର ସହସ୍ର ନାମ ସମ୍ବଳିତ ସ୍ତୋତ୍ର — A prayer reciting a thousands different names of a Deity