ସହସ୍ର ଦୃକ୍ Sahasra dṛuk

  • ସଂ. ବି ଓ ବିଣ (ସହସ୍ର+ଦୃକ୍=ଚକ୍ଷୁ ଯାହାର; ସହସ୍ର +ଦୃଶ୍ ଧାତୁ+କର୍ତ୍ତୃ କ୍ୱିପ୍) — ସହସ୍ରନୟନ (ଦେଖ) — Sahasra nayana (See)
  • ସଂ. ବି. ବିଷ୍ଣୁ — (ପୁରୁଷସୂକ୍ତ) — A name of Bishṇu